ମଣ୍ଡିରେ ପଡ଼ିରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । କମୁନି ଚାଷୀଙ୍କ ଦୁଃଖ । ଦିଲ୍ଲୀ ଏବଂ ପଞ୍ଚାବ ପରେ ଏବେ କୋରାପୁଟ ଜିଲ୍ଲାରେ ଚାଷୀ ଆଦୋଳନ ଦେଖିବାକୁ ମିଳୁଛି । କୋରାପୁଟ ଜିଲ୍ଲାରେ ବିଭିନ୍ନ ଧାନ ମଣ୍ଡି ବନ୍ଦ ପଡ଼ିଥିବା ବେଳେ ଚାଷୀ ତାର କଷ୍ଟ ଉପାର୍ଜିତ ଧାନ ଏବେ ମଣ୍ଡିରେ ପଡିରହିଛି , ଯାହାକୁ ନେଇ ଚାଷୀ ଅସନ୍ତୋଷ ଜୋର ଧରିଛି ...
#ArgusNews #Koraput #Jaypore #DhanaMandi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app