#ତୀର୍ଥଯାତ୍ରୀଙ୍କୁ_କେନ୍ଦ୍ରମନ୍ତ୍ରୀଙ୍କ_ସହାୟତା
ଓଡ଼ିଶାରେ ଫସିଥିବା ତୀର୍ଥଯାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସହାୟତା । ପୁରୀ ଜଗନ୍ନାଥ ଦର୍ଶନ ପାଇଁ ବିହାର ସାମସ୍ତିପୁରରୁ ଓଡିଶା ଆସିଥିବା ଏକ ତୀର୍ଥଯାତ୍ରୀ ବ୍ୟାଚକୁ ସାହାଯ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିହାରରୁ ଓଡ଼ିଶା ଆସୁଥିବା ବେଳେ ତୀର୍ଥଯାତ୍ରୀଙ୍କ ଗାଡି କେଉଁଝର ଜିଲ୍ଲା ଜଂଗଲ ନିକଟରେ ଖରାପ ହୋଇଯାଇଥିଲା । ଏନେଇ ଖବର ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ସେମାନଙ୍କୁ ସାହାଯ୍ୟ କରିଥିଲେ....
#ArgusNews #Odisha #Visitors #Help #Union_MInister Dharmendra Pradhan