ରାଜ୍ୟରେ କ୍ରମାଗତ ଭାବେ ବଢୁଥିବା ବଜ୍ରାଘାତ ମୃତ୍ୟୁକୁ ରୋକିବ ବଜ୍ରାଘାତ ଅନୁସନ୍ଧାନ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ବଜ୍ରାଘାତର ଆଗୁଆ ଏବଂ ସଠିକ ଆକଳନ ଦ୍ୱାରା ଧନ ଜୀବନ ରକ୍ଷା କରାଯାଇ ପାରିବ.....
#ArgusNews #Odisha #Lightning_Center #IMD