ଯାଜପୁରରେ ଛାତ୍ରୀଙ୍କୁ ହତ୍ୟା । ହତ୍ୟା ପରେ ଶବକୁ ସ୍କୁଟିରେ ଧରି ଦୁଇ ଯୁବକ ରାସ୍ତା କଡରେ ଫିଙ୍ଗିବାର ଚିତ୍ର ସିସିଟିଭିରେ କଏଦ ପରେ ପୋଲିସ ତନାଘନା ଆରମ୍ଭ କରିଛି । ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ପଢୁଥିବା ମୃତା ଛାତ୍ରୀଙ୍କ ଘର ମୟୁରଭଞ୍ଜର ଯଶିପୁରାରେ । ଜଣେ ଅଧ୍ୟାପକଙ୍କ ଝିଅ ଜନ୍ମଦିନରେ ଯୋଗ ଦେବାକୁ 24 ତାରିଖରେ ଘରୁ ଭୁବନେଶ୍ୱର ଆସିଥିଲେ ଝରାଫୁଲ....
#ArgusNews #Odisha #Jajapur #Jharaphula_Murder_Issue #ramadevi_university
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍