ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ପାଣି ପାଇଁ ହାହାକାର
ନିର୍ବାଚନ ବୈତରଣୀ ପାର ହେବାକୁ 488 କୋଟି ଟଙ୍କାର ଜାନୀବିଲି ପାଣିପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦଘାଟନ ମଧ୍ୟ କରାଯାଇଥିଲା। 54ଟି ଗ୍ରାମ ସମେତ ସମଗ୍ର ବ୍ରହ୍ମପୁର ସହରକୁ ପାନୀୟ ଜଳ ମିଳିଥିଲା ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ.....
#ArgusNews #Odisha #Ganjam #Water_Problem CMO Odisha