କ୍ରାଇମବ୍ରାଞ୍ଚ ଖୋଲିବ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ । ବିଭିନ୍ନ ଆଡୁ ଦାବି ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚର 3 ଜଣିଆ ଟିମ୍ ଜିଆରପି ଥାନାରେ ପ୍ରାୟ 3 ଘଣ୍ଟା ଆଲୋଚନା ପରେ ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି ...
#TheArgus #AdityaDas_Suicide_Mystery #CBI_Investigation
