ରାସ୍ତାରେ ଚାଲୁଛି 3 ବନ୍ୟାଜଳ । ଭାଙ୍ଗି ଯାଇଛି ଘର, ଉଜୁଡ଼ି ଯାଇଛି ଫସଲ । ଜଳବନ୍ଦୀରେ ରହିଛନ୍ତି ପୁରୀ ଜିଲ୍ଲା ପିପିଲି ବ୍ଲକ ଚାଇଁପୁର ପଞ୍ଚାୟତବାସୀ । ଖୋଲା ଆକାଶ ତଳେ ଦିନ କାଟୁଛନ୍ତି ଲୋକେ । ଅପେକ୍ଷା ରହିଛି ତ, କେବଳ ସରକାରୀ ସହାୟତା । ବନ୍ୟା ବିପନ୍ନଙ୍କ କରୁଣ କାହାଣୀକୁ ନେଇ ଦେଖିବା ଏହି ରିପୋର୍ଟ ।
#TheArgus #ArgusOdia #ArgusNews #Pipili #Puri #Flood