#ନାଗିନ୍_ଡ୍ୟାନ୍ସ_ମାଷ୍ଟରଙ୍କୁ_କିଏ_ଦେଉଛି_ସୁରକ୍ଷା
#କାହିଁକି_ହେଲା_ନାହିଁ_କାର୍ଯ୍ୟାନୁଷ୍ଠାନ
ନାଗିନ୍ ନାଚି ବିବାଦକୁ ଆସିଥିବା ଆଇଆଇସିଙ୍କ ବିରୋଧରେ କେବେ ହେବ ଆକ୍ସନ । କାହିଁକି ପାଣିକୋଇଲି ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଥାନା ଭିତରେ ମତୁଆଲା ନାଚ ନାଚି ଆଇନର ଉଲଘଂନ କରୁଥିବା ଆଇଆଇସିଙ୍କୁ କିଏ ଦେଉଛି ସୁରକ୍ଷା ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବିବାଦକୁ ଆସିଛନ୍ତି ଯାଜପୁର ଏସପି ପିଆର ରାହୁଲ ......
#ArgusNews #Odisha #Jajpur #Nagin_Dance #Matual_Dance #Police CMO Odisha