ମୃତଦେହରେ ନାହିଁ ଗୋଟିଏ ବି କଟାଦାଗ ,କିନ୍ତୁ କାଗଜ କଲମରେ ସରିଛି ବ୍ୟବଚ୍ଛେଦ ,ରାଉରକେଲାରୁ ଆସିଲା ସାଘାଂତିକ ଅଭିଯୋଗ ,ଦୋଷୀଙ୍କୁ ଖସାଇବାକୁ ଷଡଯନ୍ତ୍ର କହିଲେ ମୃତକଙ୍କ ପରିବାର,କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ସୁନ୍ଦରଗଡ ସିଡିଏମଓ ..
#ArgusNews #Rourkela #postmortem #GovtHospital
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app