#ଚନ୍ଦନପୁର_ଗାଁରେ_ଦେଖିବାକୁ_ଅଭାବନୀୟ_ଘଟଣା
ଭଦ୍ରକ ଚାନ୍ଦବାଲି ଥାନା ଅର୍ନ୍ତଗତ ଚନ୍ଦନପୁର ଗାଁରେ ଦେଖିବାକୁ ଅଭାବନୀୟ ଘଟଣା । କ୍ଷେତକୁ ଗୋରୁ ପଶିଯିବାରୁ ଊନ୍ମୁକ୍ତ ଯୁବକ ସୁଜିତ ରାଗରେ ଗୋରୁ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
#ArgusNews #Bhadrak #Chandanpur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2