ଶୁଣିଲାନି ପ୍ରଶାସନ । ପୋଖରୀ ନିଜେ ତିଆରି କଲେ ଗ୍ରାମବାସୀ । ସମ୍ବଲପୁର କୁଚିଣ୍ଡା ବ୍ଲକ ପୁରୁଣାପାଣି ଗାଁରେ ଗାଧୋଇବା ନେଇ ସମସ୍ୟା ରହିଥିଲା । ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଶେଷରେ ଗାଁର ଯୁବକ ସଂଘ ନିଜେ ଶ୍ରମଦାନ କରି ଗାଧୋଇବା ଉପଯୋଗୀ କରିଥିବା ଜଣାଯାଇଛି......