ସ୍ୱାମୀଙ୍କ ହାତ ତିଆରି pizza ଖାଇଲେ ଧକ୍ଧକ୍ ଗର୍ଲ ମାଧୁରୀ
ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ....ଚାଷୀଙ୍କ ଟୋକନ ଲାପସ ହେବାକୁ ବସିଲାଣି...୭ ଦିନ ଯଦି ଏସବୁ ସମସ୍ୟାର ସମାଧାନ ନକରାଯାଏ ତେବେ ବ୍ଲକ ଘେରାଉ କରିବା ସହ ରାସ୍ତା ଅବରୋଧ କରିବ ବୋଲି ଚେତାବନୀ ଦେଇଛି ବିଜେପି.....
#ArgusNews #Odisha #Ganjam #Mandi_Issue #BJP