ଝରାଫୁଲର ମୃତ୍ୟୁକୁ ନେଇ ହଟୁନି ରହସ୍ୟ । ସବୁ ପ୍ରମାଣ ଥାଇବି ପୋଲିସ ହାତ ଖାଲି । ପୋଲିସର ଅପାରଗତା ଉପରେ ପ୍ରଶ୍ନ ଉଠାଇଛନ୍ତି ଝରାଫୁଲଙ୍କ ବାପା । ସେପଟେ ଆଉ ଦୁଇ ଭିତରେ ମୃତ୍ୟୁ ରହସ୍ୟରୁ ପୋଲିସ ପର୍ଦ୍ଦା ନ ଉଠାଇଲେ ରାଜରାସ୍ତାରେ ଆନ୍ଦୋଳନ ଧମକ ଦେଇଛି ଭଞ୍ଜ ସେନା ... #ArgusNews #JharaphulaDeathMystery ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ https://argusnews.in/app