ରାଜଧାନୀରେ ଆଦିବାସୀ ସଂସ୍କୃତିର ମହକ । ଆରମ୍ଭ ହୋଇଛି 67ତମ ଆଦିବାସୀ ମେଳା । ଚଳିତ ବର୍ଷ କୋଭିଡ କଟକଣାରେ ହୋଇଛି ମେଳା ଆୟୋଜନ । ଚଳିତ ଥର ମେଳା ବୁଲିବାକୁ ପଂଜିକରଣକୁ କରାଯାଇଛି ବାଧ୍ୟତାମୂଳକ । ଯେଉଁଥିପାଇଁ ସ୍ବତନ୍ତ୍ର ପୋର୍ଟାଲର ବ୍ୟବସ୍ଥା ହୋଇଛି ।