ତିତିଲିକୁ ପୁରିଲା 2 ବର୍ଷ, ହେଲେ ଏବେ ବି ସରିନି କଷ୍ଟ । ଖୋଲା ଆକାଶ ତଳେ ବିତୁଛି ବାସହରାଙ୍କ ଜୀବନ । ସରକାରୀ ପ୍ରତିଶ୍ରୁତି ପାଲଟିଛି ପାଣିରଗାର... 2018 ଅକ୍ଟୋବର 10ର ସେଇ ଭୟଙ୍କର ବନ୍ୟାରେ ଗଜପତି ଜିଲ୍ଲାରେ ଉଜୁଡି ଯାଇଥିଲା ଅନେକ ସଂସାର । ବାତ୍ୟାର ଦୁଇ ବର୍ଷ ପରେ କଣ ରହିଛି ଗ୍ରାଉଣ୍ଡଜିରୋରେ ସ୍ଥିତି...
#Argusnews #Odisha #Gajapati #Cyclone #Titli