ଓଡ଼ିଶାବାସୀଙ୍କୁ ମାଗଣା ଟିକା ଦେଉ ରାଜ୍ୟ
ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । 18 ରୁ 45 ବୟସ୍କଙ୍କ ଟୀକା କରଣ ମାଗଣା କରାଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ...
#ArgusNews #Odisha #CoronaVaccine #Free #BJP #PrithibirajHarichandan