ଝାରସୁଗୁଡା ଜନସାଧାରଣଙ୍କ ବହୁ ଦିନର ଦାବି ପୁରଣ ହେବାକୁ ଯାଉଛି । ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ଲୋକଙ୍କୁ କୋଇଲା ଖଣିରେ ବିସ୍ଥାପିତ ଜନିତ ମକଦ୍ଦମା ଲଢିବାକୁ ଆଉ ଢେଙ୍କାନାଳ ଯିବାକୁ ପଡିବନି । ଝାରସୁଗୁଡାରେ ସାମୟିକ ଭାବେ କୋଲ ବିଅରିଂ ଟ୍ରିବୁନାଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର କୋଇଲା ମନ୍ତ୍ରାଳୟ....
#ArgusNews #Odisha #Jharasuguda #Coal_Tribunal