ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । 6 କିମି ଅସୁସ୍ଥ ପୁଅକୁ ଟ୍ରଲିରେ ବୋହିଲା ବୃଦ୍ଧ ବାପା । ଲୋକେ ଦେଖିଲେ... ନା ବଢିଲା ସାହାଯ୍ୟର ହାତ । ନା ପହଞ୍ଚିପାରିଲା ଆମ୍ବୁଲାନ୍ସ..... ସମ୍ବଲପୁରରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ....
#ArgusNews #Odisha #Sambalpur #Trolly #Health_Department #CMO #Health_Minister