ମେଡିକାଲ ଟେଷ୍ଟ ପରେ ରିମାଣ୍ଡରେ ନେଲା ସିବିଆଇ
ଆଜି ହେଉଛି ବାଗଦେବୀ ମା ସରସ୍ବତୀଙ୍କ ପୂଜା
ଆଜି ହେଉଛି ବାଗଦେବୀ ମା ସରସ୍ବତୀଙ୍କ ପୂଜା। ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହି ପୂଜା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ରୋକ ଲଗାଯାଇଛି। ତେବେ ବିନା ଛାତ୍ରଛାତ୍ରୀରେ ଏକ ନିଆରା ଢଙ୍ଗରେ ଏହି ପୂଜାକୁ କରାଯାଉଛି। ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ଏହି ପୂଜାରେ ସାମିଲ ହୋଇ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ପୂଜା କରୁଛନ୍ତି......
#ArgusNews #ArgusUpdate #Odisha #School #SaraswatiPuja
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app