ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବାରମଞ୍ଚା ଗ୍ରାମରେ ହାତୀ ଆତଙ୍କ । ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛି ଦନ୍ତାହାତୀ । ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆସି ଗ୍ରାମର ପ୍ରଭାକର ମାଝୀଙ୍କ ଘର, ଧାନବସ୍ତା ,ସାଇକେଲ , ଭାଙ୍ଗିବା ସହ ପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ....
#ArgusNews #UpdateNews #Anugul #ElephantTerror
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app