ଗ୍ୟାଲେରୀରେ ଶୋଭା ପାଉଛି ବିରଳ କାରୁକାର୍ଯ୍ୟ ... ରାଜଧାନୀ ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାପ୍ଟ ଭିଲେଜ ବିଷୟରେ ... 1991 ମସିହାରୁ ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଆର୍ଟ ଭିଲେଜରେ ଶୋଭା ପାଉଛି ଓଡ଼ିଆ ଐତିହ୍ୟ ଓ ସଂସ୍କୃତିର ଝଲକ ...ଯେଉଁଠି ଓଡ଼ିଆ ପୁଅର ନିହାଣ ଆଘାତରେ ନିର୍ଜୀବ ପଥର ମାନେ ବି କଥା କହୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ...
#ArgusNews #Bhubaneswar #Sudarshan_Art_Craft
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app