ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ 15ଟି ଉଚ୍ଚମାଧ୍ୟମିକ ସ୍କୁଲରେ ଜଣେ ବି ପାସ୍ କରିନାହାଁନ୍ତି । ଏଥିପାଇଁ ସମ୍ପୃକ୍ତ ସ୍କୁଲ ଗୁଡିକୁ ହୋଇଛି ନୋଟିସ୍ । ସପ୍ତାହ ଭିତରେ ଉତ୍ତର ରଖିବାକୁ ସମ୍ପୃକ୍ତ ସ୍କୁଲ ଗୁଡିକୁ ନୋଟିସ୍ ଦେଇଛି ଉଚ୍ଚଶିକ୍ଷା ବିଭାଗ ।...
#Argusnews #Odishanews #CHSE #Plustwoscience