ଜାତୀୟ ଶିକ୍ଷା ନୀତି ୨୦୨୦ କେନ୍ଦ୍ର କ୍ୟାବିନେଟ ଦ୍ଵାରା ଅନୁମୋଦିତ ହୋଇଛି। ୬୭ ପୄଷ୍ଠାର ଜିଷ୍ଟ ବାହରିଛି। ଆର୍ଟ କଲଚର,ହ୍ୟୁମାନ ରିସର୍ସ ଶାଖା ତରଫରୁ ୪ ଟି ସେମିନାର କରା ଯାଇଛି। ଭାରତ ବର୍ଷରେ ଓଡ଼ିଶା ପ୍ରଥମ ରାଜ୍ଯ ଯିଏ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ମତାମତ ନେଉଛି। ଶିକ୍ଷା ଉଦ୍ୟୋଗି,ଶିକ୍ଷାସଙ୍ଗଠନ ,ବୁଦ୍ଧିଜୀବୀ, ଶିକ୍ଷାବିତ ଙ୍କ ମତାମତ ନିଆଯାଇଛି.....
#Argusnews #Odishanews #Education_Minister #Arunkumar_sahoo