#ଆଉ_କେତେଦିନ_ଚାଲିବ_ଟ୍ରାଏଲ୍_ରନ୍...
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ ଅନ୍ୟ ଜିଲ୍ଲାରେ 18-44 ବୟସ ବର୍ଗର ସମସ୍ତଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ହେଇପାରିବ ତା ପ୍ରତି ଧ୍ୟାନ ଦେଅନ୍ତୁ : ଇରାସିସ୍ ଆଚାର୍ଯ୍ୟ, ରାଜ୍ୟ ସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚା...
#ArgusNews #Odisha #BharatiyaJanataYuvaMorcha #Vaccination #corona Irasis Acharya