ଚୋରି ହୋଇଥିବା ସମ୍ପତ୍ତି ଫେରି ପାଇଲେ ଲୋକେ। 100 ଜଣ ଅଭିଯୋଗକାରୀଙ୍କୁ ତାଙ୍କ ଚୋରି ହୋଇଥିବା ସମ୍ପତ୍ତି ସେମାନଙ୍କ ଜିମା ଦେଲା କମିଶନରେଟ ପୋଲିସ। କାହାର 12 ବର୍ଷରୁ ବାଇକ୍ ଚୋରି ହୋଇଥିଲା ତ କାହାର ମୋବାଇଲ ଓ ଲ୍ୟାପଟପ୍। ନିଜ ସମ୍ପତ୍ତି ଫେରି ପାଇ ଲୋକେ ଖୁସିବ୍ୟକ୍ତ କରିଥିବା ବେଳେ ଏହି ଅଭିଯାନ ଜୋରଦାର ଜାରି ରହିବ ବୋଲି ଡିସିପି କହିଛନ୍ତି....
#ArgusNews #Odisha #Cuttack Commissionerate Police Bhubaneswarcuttack #Seized_Item