ଅନୁଗୁଳ ବିଜେଡି ଦୁଇଫାଳ...ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ବିବାଦକୁ ନେଇ ବିଜେଡିର ଅନ୍ତକନ୍ଦଳ ପଦାକୁ ଆସିଛି....ଏପରି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗର୍ବ ଓ ଗୌରବ କହିଛନ୍ତି ଢେଙ୍କାନାଳ ବିଜେଡି ସାଂସଦ ମହେଶ ସାହୁ....
#ArgusNews #Odisha #Angul #TTPS #BJD #Phase Dharmendra Pradhan