ପରୀ ମାମଲାରେ ଜାନୁଆରୀ 12 ଭିତରେ ଚାର୍ଜସିଟ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପାରିପାର୍ଶିକ ପ୍ରମାଣରେ ଅନେକ ଅସଙ୍ଗତି ଥିବାରୁ ଏହା ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରି ପାରିବ ନାହିଁ ବୋଲି ବରିଷ୍ଠ ଆଇନଜୀବୀ ମତ ଦେବା ପରେ କାଠଗଡାକୁ ଆସିଛି ଏସଆଇଟି ମୁଖ୍ୟଙ୍କ ତଦନ୍ତ ଥିଓରୀ.....
#ArgusNews #Odisha #JusticeForParee #Court