ତେବେ ଏହି ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଜଣେ କାଠୁରିଆ ହୋମ କାଠ କାଟୁଥିବା ବେଳେ କାଠୁରିଆଙ୍କ କୁରାଢ଼ୀ ଝଲକି ଉଠିଥିଲା ଓ କାଠଟି ଦୁଇ ଫାଳେ ହେବା ସହ କାଠ ଫାଳ ମଧ୍ୟରେ ଗଣପତିଙ୍କ ଚିତ୍ର ଦେଖି କାଠୁରିଆ ଡରିଯାଇଥିଲେ !ଓ ପରେ ପରେ ଯଜ୍ଞ ମଣ୍ଡପରେ ଥିବା ବ୍ରାହ୍ମଣ ମାନଙ୍କୁ ଡାକିବା ପରେ ଉକ୍ତ କାଠ କୁ ମଣ୍ଡପରେ ରଖି ପୂଜାଅର୍ଚନା କରାଯାଇଥିଲା .....
#ArgusNews #Koraput #GajananaLila
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app