ଢେଙ୍କାନାଳ ଜିଲ୍ଲା ଭୁବନର ନିରାଡମ୍ବର ଭାବେ ପାଳନ ହୋଇଛି ଐତିହାସିକ ବଳଦ ଯାତ୍ରା । ଶତାଧିକ ବର୍ଷ ତଳର ଏହି ପାରମ୍ପରିକ ଯାତ୍ରା ଚଳିତ ବର୍ଷ କୋରୋନା କଟକଣା ପାଇଁ ଫିକା ପଡିଲା । 50 ବଳଦ ପରିବର୍ତ୍ତେ ମାତ୍ର 2ଟିକୁ ମିଳିଲା ଅନୁମତି । ନିୟମ ମାନି ନିରାଡମ୍ବରରେ ଅନୁଷ୍ଠିତ ହେଲା ଯାତ୍ରା....
#ArgusNews #Odisha #Bhuban #Bullock_Festival
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2