ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ....
ରାଜ୍ୟରେ ଭୟ ବଢ଼ାଉଛି ଭାଇରସର...
ପରୀକ୍ଷା ପେ ଚର୍ଚ୍ଚା.... କିଛି ସମୟରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି....
ସରକାରଙ୍କ ବିରୋଧରେ ମୁହଁ ଖୋଲିବା ମନା....
କେନ୍ଦ୍ର ଦେଲା, ଖର୍ଚ୍ଚ କଲାନି ରାଜ୍ୟ... ପୁରୀରେ ବାଟବଣା ପ୍ରସାଦ ଯୋଜନା...
ସରଗରମ ହେଉଛି ପିପିଲି ରାଜନୀତି...
ପିପିଲିରେ ମୈଦାନକୁ ଓହ୍ଲାଇବେ ହେଭିୱେଟ...
ସାମ୍ନାକୁ ଆସିଲା ମାଓବାଦୀଙ୍କ କବଜାରେ ଥିବା ଯବାନଙ୍କ ପ୍ରଥମ ଫଟୋ....
ଅନୁଗୁଳ ବିଜେଡି ଦୁଇଫାଳ....ରାଜ୍ୟ ସ୍ୱାର୍ଥ ବନାମ ପତିଆର ପାଇଁ ଲଢେଇ...
ଗଞ୍ଜେଇ ମାଫିଆଙ୍କ ହବ ପାଲଟିଛି ଓଡ଼ିଶା...
#AegusNews #Odisha #headlines 7PM