ସ୍ତ୍ରୀର ଚିକିତ୍ସା ନିମେନ୍ତ ସହାୟତା ପାଇଁ ଆକୁଳ ନିବେଦନ କରୁଛି ସ୍ୱାମୀ
ଯାହାର ହାତ ଧରିଥିଲେ ସୁଖର ସଂସାର ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ଆଜି ସେହି ସ୍ୱପ୍ନ ସବୁ ଚୁରମାର ହୋଇଯାଇଛି । କାରଣ ସ୍ତ୍ରୀ କୁ ରୋଗମୁକ୍ତ କରାଇବା ସହିତ ତାକୁ ବଂଚାଇ ରଖିବା ଏବେ ସ୍ୱାମୀ ପାଇଁ କଷ୍ଟକର....
#ArgusNews #Odisha #Mayurbhanj #HusbandWife #MoneyProblem