ସ୍କୁଲ କାହାର.. ଓଡିଶାର ନା ଆନ୍ଧ୍ରର.. ଓଡିଶା ସରକାରଙ୍କ ରାଜସ୍ୱ ବିଭାଗ ଅଧିକାରୀ କହୁଛନ୍ତି ଏହା ଆମର ଆଉ ଆନ୍ଧ୍ରର ଅଧିକାରୀ କହୁଛନ୍ତି ତାଙ୍କର । ନିଜ ସପକ୍ଷରେ ଯୁକ୍ତି ରଖିବା ବେଳେ ଦୁହେଁ ଦେଖାଉଛନ୍ତି ମାନଚିତ୍ର । ଓଡିଶା ପାଖରେ ଥିବା ଏ ହେଉଛି 1947 ମସିହାର ମ୍ୟାପ । ଏଥିରେ କୌଶଲ୍ୟାପୁରମ ଓଡିଶାର ବୋଲି ଦେଖାଉଛନ୍ତି ଆମ ଅଧିକାରୀ । ଆଉ ଆନ୍ଧ୍ର ଅଧିକାରୀ ଦେଖାଉଛନ୍ତି 1953ର ମ୍ୟାପ ..
#ArgusNews #Odisha #AndhraPradesh #school
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app