କୋରୋନା ଟିକାକରଣକୁ ନେଇ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । କୋରୋନା ଯୋଦ୍ଧାଙ୍କ ପରେ ପ୍ରଥମ ଥର ପାଇଁ ସାଧାରଣ ନାଗରିକ ଅର୍ଥାତ ବରିଷ୍ଠ ନାଗରିକଙ୍କୁ ଆସନ୍ତା ମାର୍ଚ୍ଚ 1ରୁ ଦିଆଯିବ କୋରୋନା ଟିକା । ଯାହାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-19 ବୈଷୟିକ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା...
#ArgusNews #Odisha #Corona_Vaccination #seniorcitizens