ଚିକିତ୍ସା ପାଇଁ ନେହୁରା, ଚିକିତ୍ସା ପାଇଁ ଗୁହାରି....ତଥାପି ମିଳୁନି ସ୍ୱାସ୍ଥ୍ୟସେବା.....ଏ ହେଉଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ନିର୍ବାଚନ ମଣ୍ଡଳୀ ଝାରସୁଗୁଡାରୁ ଆସିଛି ଏପରି ଅଭିଯୋଗ.....
#ArgusNews #Odisha #Jharsuguda #Health_Minister #Naba_Das #Covid19