ଜଲେଶପଟା ଆଶ୍ରମ ମୁଖ୍ୟଙ୍କୁ ଧମକ ମାମଲା । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ହତ୍ୟାସହ ଆଶ୍ରମ ଉଡ଼ାଇବାକ ଦେଇଥିଲେ ଧମକ । ଷଡ଼ଯନ୍ତ୍ର ପଛରେ ଆଉ କିଏ ତାର ଖୋଳତାଡ଼ କରୁଛି ପୋଲିସ । ବାବା କହିଲେ ଗିରଫଦାରୀକୁ ନେଇ ସନ୍ତୁଷ୍ଟ ନଥିବା । ବିଜେପି କହିଲା, ଆଶ୍ରମକୁ ମିଳୁ ସବୁଦିନିଆ ସୁରକ୍ଷା....
#ArgusNews #Odisha #Jaleshpata #Arrested