ରକ୍ତ ସମ୍ପର୍କରେ ଦୂରତା ବଢ଼ାଇଦେଇଛି ମହାମାରୀ କରୋନା । ଏଭଳି କଠିନ ସମୟରେ କରୋନା ରୋଗୀଙ୍କ ସେବା କରିବାକୁ ନିଜ ଘର ପରିବାର ଛାଡି ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଉଛନ୍ତି ଖୋର୍ଦ୍ଧା ର ସୁରଜ କୁମାର ରାଉତ...
#ArgusNews #Odisha #Good_News #Corona_Warriors #Patients_Treatment