ବାସୁଦେବପୁର ରେ ଟିକାକରଣ ପାଇଁ ଅବ୍ୟବସ୍ଥା । ଲମ୍ବା ଲାଇନ ରେ ଭୋର 4 ଟାରୁ ଖରାରେ ଛିଡା ହେଇଛନ୍ତି ଲୋକ । ପାଖାପାଖି 2ହଜାର ଲୋକ ଲାଇନ ଦେଇଥିଲେ ଟୀକା ପାଇଁ । ଯାହାକୁ ନେଇ ଉତେଜନା ଦେଖା ଦେଇଥିଲା...
#ArgusNews #Odisha #Bhadrak #Basudevpur #CoronaVirus #Vaccination