ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ରାମକୃଷ୍ଣ ନଗରରେ ପାନୀୟ ଜଳର ଉତ୍କଟ ସମସ୍ୟା....ଏନେଇ ମହିଳାମାନେ ହାତରେ ବାଲଟି କିଏ ଗରା ଧରି ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ...
#ArgusNews #Odisha #Raygada #Gunupur #Water_Problem