ମନରେଗା ଯୋଜନାରେ ମହାଦୁର୍ନୀତି । ଠିକାଦାର-ସରକାରୀ ବାବୁଙ୍କ ମିଲିଭଗତରେ ହରିଲୁଟ । ବିନା ଶ୍ରମିକ ବିନା ସୂଚନା ଫଳକରେ ମନରେଗା ଯୋଜନାରେ ଚାଲିଛି ପୋଖରୀ ଖୋଳା କାମ । ବେଆଇନ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଲେ ଭଦ୍ରକ ବାସୁଦେବପୁର ବ୍ଲକ ଗୁଆଗଡିଆ ପଞ୍ଚାୟତର ଜବକାର୍ଡଧାରୀ....
#ArgusNews #Odisha #Bhadrak #Basudevpur #NRGS #Corruption