#ମୋ_ସ୍କୁଲ_ଅଭିଯାନରେ_ଦୁର୍ନୀତି । ମଧ୍ୟାହ୍ନ ଭୋଜନ ଚାଉଳ ହଡପ ଅଭିଯୋଗ। ପରିବହନ ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଶିଶୁମାନେ ଖାଇବେ ପୃଷ୍ଟିକର ଖାଦ୍ୟ,ବିଦ୍ୟାଳୟରେ ବୃଦ୍ଧି ପାଇବ ଉପସ୍ଥାପନ । ଏହି ଲକ୍ଷ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁ ରହିଛି ମଧ୍ୟାହ୍ନ ଭୋଜନ ଯୋଜନା...
#ArgusNews #Odisha #Bhadrak #Midday_Meal #Corruption #Mo_School_Abhijan