ଦୀର୍ଘ ମାସ ପରେ ଖୋଲିଛି ରାଜ୍ୟ ସଂଗ୍ରହାଳୟ । ପ୍ରତିଦିନ 2ଶହ ଲୋକଙ୍କୁ ପରିଦର୍ଶନ କରିବାର ସୁଯୋଗ ମିଳିବ । କୋଭିଡ କଟକଣା ମଧ୍ୟରେ ପର୍ଯ୍ୟଟକମାନେ ମ୍ୟୁଜିୟମ୍ ବୁଲି ମଜ୍ଜା ନେଉଛନ୍ତି । ଫାଟକ ନିକଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରି ପ୍ରବେଶ କରାଯାଉଛି । ଏହାସହ ମାସ୍କ ପିନ୍ଧିବା ଓ ସାନି ଟାଇଜ ମଧ୍ୟ କରାଯାଉଛି ...
#ArgusNews #Odisha #Museum #Covid19
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app