କୋମଣ୍ଡ ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀଙ୍କ ନାମରେ ଅଭିଯୋଗ
କୋମଣ୍ଡ ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସେହି ପଞ୍ଚାୟତର ମୋହନପୁର ଗ୍ରାମର ଜଣେ ବିଧବା ମହିଳା ବୁଢ଼ୀ ଦାସ। ଶୁଣନ୍ତୁ କଣ ରହିଛି ପୂରା ଘଟଣା...
#ArgusNews #Odisha #Berhampur #Komanda