ଝାରସୁଗୁଡ଼ାରେ ଅକ୍ସିଜେନ ବିନା ଜଣେ ଯୁବ ଇଂଜିନିୟରଙ୍କ ଜୀବନ ଗଲା । ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଜିଲ୍ଲାରେ କୋଭିଡ ମ୍ୟାନେଜମେଣ୍ଟକୁ ନେଇ ପୁଣି ପ୍ରଶ୍ନ । ପଜିଟିଭ-ନେଗେଟିଭ ଓ ନିମୋନିଆର ଖେଳ ଭିତରେ ପ୍ରତିଦିନ ଏଭଳି ଅନେକ ପ୍ରଶାନ୍ତଙ୍କ ଜୀବନ ଯାଉଛି...
#ArgusNews #Odisha #Jharsuguda #Oxygen #Death #NabaDas #Health_Minister