ପରିବା ଦୋକାନୀ ନାଁରେ ପ୍ରାୟ 109 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ । ଚାଷୀ, ଡେଲିଭରୀ ବୟ, ମିସ୍ତ୍ରୀଙ୍କ ପରେ ଏଥର ଜିଏସଟି ଠକେଇର ମୋହରା ସାଜିଛନ୍ତି ଜଣେ ପରିବା ଦୋକାନୀ .....
#ArgusNews #Odisha #Rourkela #Sundargarh #GST_Fraud
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍