ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନା । ସଂକ୍ରମଣ ଭୟ ରହିଥିବାରୁ ଏଥର ବି କଡାକଡି ପାଳନ ହେବ ଏସଆରସିଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା । ଦୋଳ ମେଳଣରେ ସର୍ବାଧିକ 5ରୁ 6ଜଣଙ୍କୁ ଅନୁମତି ମିଳିଛି । ସେହିପରି ଗୋଟିଏ ପର୍ଯ୍ୟାୟରେ 10ଟି ବିମାନ ଯାଇପାରିବ....
#ArgusNews #Odisha #Holi #Guideline #Dolo_Purnima