ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତରେ ଉପନିର୍ବାଚନ
ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତରେ ଉପନିର୍ବାଚନ ଏହି ନିର୍ବାଚନ ରେ ସର୍ବୋମୋଟ ୧୬ ଟି ଓ୍ବାଡ ଏବଂ ୧୬ ଟି ବୁଥ୍ ରେ ୫୩୪୭ ଜଣ ଭୋଟର ମତଦାନ ଦେଉଛନ୍ତି, ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୨୬୭୮ ଏବଂ ମହିଳା ଭୋଟର ୨୬୬୯ ମତ ସାବ୍ୟସ୍ତ କରିବେ.....
#ArgusNews #ArgusUpdate #Odisha #Mayurbhanj #By_Election
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app