ଚଢ଼ାଉ କରି ଫେରିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ ।ପୋଲିସ ଗାଡି କାଚ ଭାଙ୍ଗିବା ସହ 2 ଶିକାରୀ, ବନ୍ଧୁକ ଓ ମାଂସ ଛଡ଼ାଇ ନେଲେ ଗ୍ରାମବାସୀ । ମୟୁରଭଞ୍ଜ ଉଦଳା ରେଞ୍ଜ ଯାମୁଡ଼ିହା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି .....
#ArgusNews #Mayurbhanj #Attack #AttacktoforestOfficer
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app