ପୋଲିସର ଅପାରଗତା ଉପରେ ପ୍ରଶ୍ନ କରିଛନ୍ତି ଝରାଫୁଲଙ୍କ ବାପା
ଅନେକ ଜାଗାର ସିସି ଟିଭି ଫୁଟେଜ, ଅଭିଯୁକ୍ତର ତିନି ଦିନିଆ ରିମାଣ୍ଡ, ଅନେକ ତଥ୍ୟ ମିଳିଲା ପରେ ପୋଲିସ କାହିଁକି ଚୁପ୍ ରହିଛି ତା ଉପରେ ପ୍ରଶ୍ନ କରିଛନ୍ତି ଝରାଫୁଲଙ୍କ ବାପା.....
#ArgusNews #Odisha #JharafulaMurderMystery
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app