#ସରକାରୀ_ଜମିରେ_ଭଡ଼ା_ଲଗାଇ_ସରକାରଙ୍କଠୁ_ନେଉଛନ୍ତି_ଟଙ୍କା
#ବାଲିଚନ୍ଦ୍ରପୁର_ଉପ_ଡାକବିଭାଗରେ_33_ବର୍ଷର_କେଳେଙ୍କାରୀ
ବର୍ଷେ କି ଦୁଇ ବର୍ଷ ନୁହେଁ 33 ବର୍ଷ ଧରି । ଯାଜପୁର ବାଲିଚନ୍ଦ୍ରପୁର ଉପଡାକଘରେ ଚାଲିଛି ଏ କାରବାର । ଆଉ ସବୁଠୁ ବଡ଼ କଥା ହେଉଛି ଯିଏ ଭଡ଼ା ନେଉଛନ୍ତି ତାଙ୍କ ସହ ରହିଛି ବିଜେଡି ଲିଙ୍କ । ଆଉ ଏହି ସହଯୋଗ ଯୋଗୁଁ ଏ କେଳେଙ୍କାରୀ କରିବାର ସାହାସ ପାଉଛନ୍ତି । ଯାଜପୁରରୁ ଦେଖିବା ଅର୍ଗସର EXCLUSIVE ରିପୋର୍ଟ....
#ArgusNews #Odisha #Jajpur #Post_Office #BJD_Link #Exclusive