ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ବିବାଦୀୟ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର ଓ କେନ୍ଦ୍ରାପଡ଼ା ଏସପି ନୀତି ଶେଖରଙ୍କୁ ଅତିରିକ୍ତ ପରିବହନ କମିଶନର ଭାବେ ବଦଳି କରିବା ସହ ମୋଟ ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ଅବସ୍ଥାପିତ କରିଛନ୍ତି.......
#ArgusNews #ArgusUpdate #Odisha #IPS #Changes CMO Odisha